ଭୁବନେଶ୍ୱର: ଆଜି ରାଜ୍ୟରେ ୩୮୯୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୮୧୪୮୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 3896 Covid patients have recovered and are being discharged on 29.09.2020
657 from Khordha
442 from Cuttack
226 from Baleswar
217 from Anugul
182 from Puri
171 from Jagatsinghpur
162 from Mayurbhanj
153 from Jajapur
151 from Jharsuguda
126 from Koraput— H & FW Dept Odisha (@HFWOdisha) September 29, 2020