ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୦୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟର ସୁସ୍ଥ ରୋଗୀଙ୍କ ସଂଖ୍ୟା ୨,୦୬,୪୦୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 4098 Covid patients have recovered and are being discharged on 05.10.2020
704 from Khordha
386 from Cuttack
336 from Baleswar
209 from Nuapada
165 from Anugul
139 from Mayurbhanj
131 from Keonjhar
125 from Bhadrak
123 from Jagatsinghpur
123 from Kendrapara— H & FW Dept Odisha (@HFWOdisha) October 5, 2020