ଓଲିଉଡ଼ର ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଘରୋଇ କଳିରେ ଏବେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ କଥା ଦେଖିବାକୁ ମିଳୁଛି। ଗତକାଲି ମାନବାଧିକାର କମିସନ ଦୁହିଁଙ୍କ ସହ ସାକ୍ଷାତ କରିବା ପରେ ଏନେଇ ଟୁଇଟ୍ କରିଛନ୍ତି ଅନୁଭବ ମହାନ୍ତି।
Forgive me for late tweet🙏🏻
With due regards, Should I honestly trust The Human Rights Commission or should I trust my much respected Father and Mother !?!?
Hey All, although I know the correct answer, yet I request you all to help me please🙏🏻@ashwani_dube @humanrights1st— Anubhav Mohanty (@AnubhavMohanty_) September 10, 2020