ଭୁବନେଶ୍ୱର: ବର୍ଷା ପାଇଁ ବୁଢ଼ାବଳଙ୍ଗ , ସୁବର୍ଣରେଖା ନଦୀରେ ଜଳସ୍ତର ବଢ଼ିଚଜି ହେଲେ ସ୍ଥିତି ନିୟନ୍ତ୍ରଣ ରହିଛି । ଏହି ନଦୀମାନଙ୍କରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କେନ୍ଦୁଝରର ଆନନ୍ଦପୁରରେ ବିପଦସଙ୍କେତ ଉପରେ ରହଇଛି ଜଳସ୍ତର, ବିପଦ ସଙ୍କେତ ୩୮.୩୬୦ ମିଟର, ବର୍ତ୍ତମାନ ଜଳସ୍ତର ୩୮.୫୦୦ ମିଟର ଉପରେ ପ୍ରବାହିତ ହେଉଛି । ସେହିଭଳି ଭଦ୍ରକ ଆଖୁଆପଦାରେ ବିପଦସଙ୍କେତ ଉପରେ ବହୁଛି ବୈତରଣୀର ଜଳସ୍ତର । ବିପଦସଙ୍କେତ ୧୭.୮୩ ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୭.୯୨ ମିଟର ଉପରେ ପ୍ରବାହିତ ହେଉଛି । ଆଖୁଆପଦାରେ ୧୯ରୁ ୨୦ ମିଟର ପର୍ଯ୍ୟନ୍ତ ଯାଇପାରେ ଜଳସ୍ତର । ସେପଟେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ କହିଛନ୍ତି ଏସଆରସି । ନଦୀବନ୍ଧ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଆକସ୍ମିକ ବନ୍ୟା ପରିସ୍ଥିତିକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥବା ନେଇ କହିଛନ୍ତି ଏସଆରସି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ