ବିଜେଡି ଦାବି କରିଛି ହୋ, ମୁଣ୍ଡାରୀ, ଭୂମିଜ, ସୌରା, କୁଇ ପରି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବକୁ। ଏକ ପ୍ରେସମିଟରେ ଦେବୀ ମିଶ୍ର କହିଛନ୍ତି, ଆଦିବାସୀଙ୍କ ଭାଷାକୁ ସଂରକ୍ଷିତ ରଖାଯାଉ। ଏହି ସବୁ ଭାଷାକୁ ସମ୍ଵିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ନବୀନ ସରକାର ଆଗରୁ ବାରମ୍ଵାର ଦାବି କରିଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କୁ ଆଦିବାସୀମାନେ ପୂଜା କରନ୍ତି। ବିଜେପି ସରକାର ମଧ୍ୟ ଆଦିବାସୀଙ୍କ ପାଇଁ ଯାହା ଦରକାର, ସବୁ କରନ୍ତୁ ବୋଲି ଦାବି କରିଛି ବିଜେଡି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।