ଭୁବନେଶ୍ୱର: ଫଳାଫଳ କୁ ସମ୍ମାନ ଜଣାଇଲା ବିଜେପି। ଭୋଟରଙ୍କୁ ଧନ୍ୟବାଦ ଦଳ। ଦଳୀୟ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି ସମୀର ମହାନ୍ତି। ବିଜେପି ଏଥର ପ୍ରସଙ୍ଗ ଭିତିକ ନିର୍ବାଚନ ଲଢ଼ିଥିଲା। କରନା ପରିଚାଳନା ରେ ବ୍ୟାପକ ଅନିୟମିତତା କୁ ଲୋକଙ୍କ ପାଖରେ ପହଂଚାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ସହାୟତା ଲୋକଙ୍କ ପାଖରେ ପହଂଚିପାରୁଣୀ। ଦୁର୍ନୀତି ଓ ଅନିୟମିତତା ହେଉଛି। ପ୍ରବାସୀ ଶ୍ରମିକମାନଙ୍କୁ ସୁବିଧା ଦେବା କଥା ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଇଥିଲୁ। ସେସବୁ ପ୍ରସଙ୍ଗ ଆଜି ମଧ୍ୟ ଅଛି। ଏସବୁ ପ୍ରସଙ୍ଗ ନେଇ ସଂଗଠନ କୁ ସୁଦୃଢ଼ କରିବୁ। ଆଗକୁ ବୁଥ ସ୍ତରରେ ସଂଗଠନ କୁ ଆହୁରି ସୁଦୃଢ଼ କରିବ ଦଳ। ନିର୍ବାଚନ ରୁ ଏ କଥା ସ୍ପଷ୍ଟ ଯେ ଆଗକୁ ରାଜ୍ୟର ନିର୍ବାଚନ ରେ ଦ୍ୱିପାକ୍ଷିକ ଲଢେଇ ହେବ। କଂଗ୍ରେସ ଏବେ ଶକ୍ତିହୀନ ହୋଇପଡିଛି। କଂଗ୍ରେସ ଯେଭଳି ଲୋକଙ୍କୁ ବିଭ୍ରାନ୍ତ ସୃଷ୍ଟି କରିଥିଲା ତାର ପରାଭଵ ଭୋଗିଲା କଂଗ୍ରେସ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।