ରାଜଧାନୀ ରେ ଗୃହ ସଙ୍ଗରୋଧ ରେ ଥିବା ରୋଗୀଙ୍କୁ ଦୁଇଟି ଭାଗ ରେ ବିଭକ୍ତ କରାଯାଇଛି। ଲକ୍ଷଣଯୁକ୍ତ ରୋଗୀ ମାନଙ୍କୁ ରେଡ଼ ଓ ବିନା ଲକ୍ଷଣ ଥିବା ରୋଗୀଙ୍କୁ ଗ୍ରୀନ ଜୋନ ରେ ରଖାଯାଇଛି। ପ୍ରତି ଜୋନ ରେ ୧୦ ଜଣ ଏମ୍.ବି.ବି.ଏସ ଡାକ୍ତର ମୂତୟନ ହୋଇଛନ୍ତି । ରେଡ଼ ଫ୍ଲାଗ ରୋଗୀଙ୍କୁ ୧୯୨୯ ଯୋଗେ ଲଗାତାର ୩ ଦିନ ଧରି ଏହି ଡାକ୍ତର ମାନେ ଯୋଗାଯୋଗ କରି ସ୍ୱାସ୍ଥ୍ୟ ସମର୍କରେ ବୁଝିବେ ଏବଂ ପରାମର୍ଶ ଦେବେ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।