ଭୁବନେଶ୍ୱର: ବ୍ରାଉନସୁଗରର ବେପାର କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଏସଟିଏଫ ଗିରଫ କରିଛି ଜଳେଶ୍ବରର ହସିମ ବକ୍ସଙ୍କୁ। ତାଙ୍କ ନିକଟରୁ ଜବତ ହୋଇଛି ଏକ କିଲୋ ୧୭୦ ଗ୍ରାମର ବ୍ରାଉନସୁଗରର। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ଯ ଏକ କୋଟି ୧୭ ଲଷ ଟଙ୍କ। ଜାନୁଆରୀଠୁ ବର୍ତମାନ ପର୍ଯ୍ୟନ୍ତ ୨୨ କେଜି ୧୬୮ ଗ୍ରାମ କେବଳ ୨୪ ଟି କେସ୍ ରେ ଏସଟିଏଫ ଧରିଛି । ଅଭିଯୁକ୍ତ କୁ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳ ରୁ ଗିରଫ କରାଯାଇଛି । ସୁଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସୈ।ମେନ୍ଦ୍ର ପ୍ରିୟଦର୍ଶୀ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ