Quantum Mirror

ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଆମ ସହର ଓ ସ୍ୱଚ୍ଛ ସହର ଓଡ଼ିଶା ଆପର ଶୁଭାରମ୍ଭ

ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଆମ ସହର ଓ ସ୍ୱଚ୍ଛ ସହର ଓଡ଼ିଶା ଆପର ଶୁଭାରମ୍ଭ

ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆମ ସହର ଓ ସ୍ୱଚ୍ଛ ସହର ଓଡ଼ିଶା ଆପର ଶୁଭାରମ୍ଭ । ୧୦୦ଟି ମାଇକ୍ରୋ କମ୍ପିକିଟ୍ ସେଣ୍ଟର ଓ ୫୦ଟି ଏମଆରଏଫ ଲୋକର୍ପିତ କରିଛନ୍ତି । ସେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଲୋକାର୍ପଣ କରିଛନ୍ତି । ଏହାସହ ଆମ ସହର, ସ୍ୱଚ୍ଛ ସହର ଓଡ଼ିଶା ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି । ଏହି ଦୁଇଟି ଆପ ଜରିଆରେ ସହରାଞ୍ଚଳରେ ସାଧାରଣ ସେବା ମିଳିବ । କଠିନ ବର୍ଜ୍ୟ ଓ କୋଭିଡ଼ ସୁପରିଚାଳନା ପାଇଁ ପୌରାଞ୍ଚଳକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏତତବ୍ୟତୀତ ୫୧ଟି ପାଇଖାନା ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×