Quantum Mirror

ରାଜ୍ୟରେ ଆଉ ୨୮୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୨୮୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ୨୪ ଘଣ୍ଟା ମଧ୍ଯରେ ସର୍ବାଧିକ ୨୮୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାୟଗଡା ଜିଲ୍ଲାରୁ ସର୍ବାଧିକ ୪୮୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ରୁ ୪୧୦ଜଣ, ଗଞ୍ଜାମରୁ ୨୧୭, କଟକରୁ ୧୮୯, ବଲଙ୍ଗୀରରୁ ୧୭୩, କୋରାପୁଟରୁ ୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡରୁ ୧୩୮, ପୁରୀରୁ ୧୩୪, ବାଲେଶ୍ୱରରୁ ୧୨୩, ସମ୍ବଲପୁରରୁ ୧୧୭, ମାଲକାନଗିରିରୁ ୮୧, ସୁନ୍ଦରଗଡରୁ ୭୮, ନବରଙ୍ଗପୁରରୁ ୫୬, ଝାରସୁଗୁଡାରୁ ୫୫, ଭଦ୍ରକରୁ ୫୨, ଜଗତସିଂହପୁରରୁ ୩୫, ଢେଙ୍କାନାଳରୁ ୩୪, କଳାହାଣ୍ଡିରୁ ୩୩, ଗଜପତିରୁ ୩୦, କେଉଁଝରରୁ ୨୯, କନ୍ଧମାଳରୁ ୨୧, ସୋନପୁରରୁ ୧୫, କେନ୍ଦ୍ରାପଡାରୁ ୧୪, ବୌଦ୍ଧରୁ ୧୦, ଅନୁଗୋଳରୁ ୫, ଯାଜପୁରରୁ ୫ ଓ ଦେବଗଡରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×