ନୂଆଦିଲ୍ଲୀ,୨ ।୫: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୨, ଆସାମର ୧୨୬ ଆସନ ପାଇଁ ଭୋଟ୍ ଗଣତି ଜାରି ହୋଇଥିବା କେରଳର ୧୪୦, ତାମିଲନାଡୁର ୨୩୪ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ୩୦ଟି ଆସନ ପାଇଁ ଚାଲିଛି ଭୋଟ ଗଣତି । ଗଣତି ପାଇଁ ୫ ରାଜ୍ୟରେ ୨ ହଜାର ୩୬୪ଟି କେନ୍ଦ୍ର ରହିଛି । କୋଭିଡ ଦୃଷ୍ଟିରୁ ମତଗଣନା କେନ୍ଦ୍ର ସଂଖ୍ୟାକୁ ଦୁଇଗୁଣ କରାଯାଇଛି । ଏହା ସହ ୮୨୨ ରିଟର୍ଣ୍ଣିଂ ଅଫିସର ଓ ୭୦୦୦ ସରକାରୀ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ୫ ରାଜ୍ୟରେ ୯୫ ହଜାର ଅଧିକାରୀ ଭୋଟ ଗଣତିରେ ନିୟୋଜିତ ହୋଇଛନ୍ତି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ