ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରେ ପ୍ରାଣ ହରାଇଲେ ଆଉ ୧୪ ଜଣ ଆକ୍ରାନ୍ତ । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of fourteen #COVID19 positive patients while under treatment in hospitals.
1.A 52-year old male of Balasore district who was also suffering from Diabetes.
2.A 56-year old male of Bhadrak district who was also suffering from Diabetes.
— H & FW Dept Odisha (@HFWOdisha) September 30, 2020