ଭୁବନେଶ୍ୱର: ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୫୬ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୮୨୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦୩୪୬ରେ ପହଞ୍ଚିଛି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Covid-19 Report For 18th October
New Positives Cases: 1982
In quarantine: 1156
Local contacts: 826(Details of local contacts will be shared by concerned District Administration)
District Wise Cases
1. Angul: 119
2. Balasore: 86
3. Bargarh: 46
4. Bhadrak: 63
5. Balangir: 88— I & PR Department, Odisha (@IPR_Odisha) October 19, 2020