ବିଜେଡି ଉପସଭାପତି ତଥା ବରିଷ୍ଠ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କରନା ସଂକ୍ରମିତ By Quantum Mirror Last updated Aug 30, 2020 36 ଭୁବନେଶ୍ୱର୩୦ା୮: ବିଜେଡ଼ିର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡିଛି। ତାଙ୍କୁ କରୋନା ପଜିଟିଭ୍ ହୋଇଥିବା ଦେବୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ସଙ୍ଗରୋଧରେ ଅଛନ୍ତି ବିଧାୟକ । 36 Share