ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି By Quantum Mirror On Nov 9, 2020 48 ଢେଙ୍କାନାଳ : ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି, ଦୀର୍ଘ ଏଗାର ଦିନ ପୂଜା ପାଇବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯିବ, କୋଭିଡ ନିୟମ ଅନୁଯାୟୀ ନିରାଡମ୍ବରରେ ମାଆଙ୍କୁ ବିଦାୟ ଦିଆଯିବ, ଆଜି ୩୭ ଗୋଟି ପୂଜା ମଣ୍ଡପରେ ଭସାଣି କରାଯିବ 48 Share