ବିମାନରେ ଦାମୀ ନିଶା ଦ୍ରବ୍ୟ ନେଇ ବ୍ୟାକଂକରୁ ବ୍ୟକ୍ତି ଜଣଙ୍କ ଆସୁଥିଲେ । ଅତି ଚତୁରତାର ସହ ଖାଦ୍ୟ ପୁଡ଼ିଆ ଭିତରେ ଲୁଚାଇ ଆଣୁଥିଲେ ନିଶା ଦ୍ରବ୍ୟ । ବ୍ୟକ୍ତି ଜଣଙ୍କ ଜଣେ ନିଶା ଦ୍ରବ୍ୟ ଚାଲାଣକାରୀ । ଏହି ନିଶା ଦ୍ରବ୍ୟ କାରବାରରେ ଆହୁରି ଅନେକ ଅନ୍ତର୍ଜାତୀୟ ନିଶା ମାଫିଆ ସାମିଲ୍ ରହିଛନ୍ତି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ