ଚଳିତ ମାସ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିପାରନ୍ତି ଟେସଲା ଓ ସ୍ପେଶ ଏକ୍ସ ମୁଖ୍ୟ ଏଲନ୍ ମସ୍କ। ଦେଶରେ ଟେସଲାର ନୂଆ ଫ୍ୟାକ୍ଟ୍ରି ପ୍ରତିଷ୍ଠା ଓ ପୁଞ୍ଜିନିବେଶ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରହିଛି ଆଲୋଚନା କାର୍ଯ୍ୟକ୍ରମ । ଖୁବଶୀଘ୍ର ଭାରତୀୟ ବଜାରରେ ଚର୍ଚ୍ଚିତ ବିଦ୍ୟୁତ ଚାଳିତ ଗାଡ଼ି ଟେସଲାର ପ୍ରବେଶ ହୋଇପାରେ ବୋଲି କରାଯାଉଛି। ଦେଶରେ ୨ ଶହ କୋଟିରୁ ୩ଶହ କୋଟି ଡଲାର୍ ନିବେଶ କରିପାରନ୍ତି ମସ୍କ । ଏହି ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିପାରନ୍ତି ମସ୍କ। ଭାରତକୁ ବିଶ୍ୱସ୍ତରର ଇଭି ମାନୁଫାକ୍ଚରିଂ ହବ୍ କରିବା ପାଇଁ ଗତ ମାର୍ଚ୍ଚରେ ଇଭି ପଲିସି ଆଣିଛନ୍ତି କେନ୍ଦ୍ର ସରକାର।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ