Quantum Mirror

ଆଇଏଏସ ସ୍ତରରେ ଅଦଳ ବଦଳ

ଆଇଏଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ୧୯୮୬ ବ୍ୟାଚ ଆଇଏଏସ ଜିଭିଭି ଶର୍ମାଙ୍କୁ ରାଜସ୍ୱ ପରିଷଦ ସଭ୍ୟ ଭାବରେ ବଦଳି କରାଯାଇଛି । ସେହିଭଳି ସିଜେ ବେଣୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ପଦବୀକୁ ବଦଳି କରାଯାଇଛି ।KBK ସହ ନୂଆଦିଲ୍ଲୀରେ ମୁଖ୍ୟ ଆବାସିକ କମିସନର ବି ରହିବେ ବେଣୁଗୋପାଳ । ଏବେ KBK ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି ସୁଦର୍ଶନ ପାଲ ଠାକୁର

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×