ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ଉଚ୍ଛେଦ। ବିଡିଏ,ବିଏମ୍ସି, ସ୍ମାର୍ଟ ସିଟି ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି। ଦୀର୍ଘ ବର୍ଷ ଧରି ଥିବା ସେବା ମେଡିସିନ ଷ୍ଟୋର ସମେତ ଏବଂ ତା ପଛରେ ଥିବା ଘର ଗ୍ୟାରେଜ ଗୃହ କୁ ଉଚ୍ଛେଦ କରାଯାଇଛି। ଏହି ସ୍ଥାନରେ ନୂଆ କରି ଟ୍ରୋମା କେୟାର ସେଣ୍ଟର ନିର୍ମାଣ କରାଯିବ। ହସ୍ପିଟାଲ କର୍ମଚାରୀ ଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଗ୍ୟାରେଜ ଘରେ ବର୍ଷ ବର୍ଷ ଧରି ଏହି ମେଡିସିନ ଷ୍ଟୋର ବେଆଇନ ଭାବେ ଚାଲୁଥିଲା। ଉଚ୍ଛେଦ ପ୍ରକ୍ରିୟା ରେ ୧ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।