ଭୁବନେଶ୍ୱର: ଅପରେସନ ଦାଦା ବଟି ନେଇ ଆଜିର ବଡ ଖବର। ୟୁନିଟ ୧ ମାର୍କେଟରେ ଦାଦାବଟିକୁ ନେଇ ଗିରଫ ହେଲେ ରାଜା ଆଚାର୍ଯ୍ୟ। ପୂର୍ବରୁ ରାଜା ଯେ କି ବିରଞ୍ଚି ଦାସ ହତ୍ୟା ମାମଲାରେ ଗିରଫ ହୋଇଥିଲେ। ତେବେ ଗିରଫ ପରେ ରାଜାକୁ କ୍ୟାପିଟାଲ ଥାନାରେ ରଖାଯାଇଛି। ଆଜି ରାଜାକୁ ଦାଦାବଟି ମାମଲାରେ ଗିରଫ କରାଯାଇଥିବା ବେଳେ କୋର୍ଟ ଚାଲାଣ କରାଯିବ । ଦାଦାବଟି ପାଇଁ ଧମକ ଦେଇଥିଲା, ଅଭିଯୋଗ ଆସିବା ପରେ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି । ରାଜାର ୨ ସହଯୋଗୀ ବି ଗିରଫ
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ