Quantum Mirror

ମଦୁଆଙ୍କ ପାଇଁ ଖୁସି ଖବର: ରାଜଧାନୀରେ ଆରମ୍ଭ ହେଲା ହୋମ୍ ଡେଲିଭରୀ

ମଦୁଆଙ୍କ ପାଇଁ ଖୁସି ଖବର: ରାଜଧାନୀରେ ଆରମ୍ଭ ହେଲା ହୋମ୍ ଡେଲିଭରୀ

ନୂଆଦିଲ୍ଲୀ ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ପ୍ରକୋପ ହ୍ରାସ ପାଉଥିବାର ଦେଖିବାକୁ ମିଳୁଛି ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ମଦର ହୋମ୍ ଡେଲିଭରୀ ପାଇଁ ଅନୁମତି ଦେଇଛନ୍ତି ତେବେ ଦିଲ୍ଲୀରେ ଆମ୍ ଆଦମୀ ପାଟି ବା ଆପ୍ ସରକାର ଦେଶୀ ବିଦେଶୀ ମଦର ହୋମ୍ ଡେଲିଭରୀ ପାଇିଁ ଅନୁମତି ଦେଇଛନ୍ତି ଦିଲ୍ଲୀବାସୀ ମୋବାଇଲ ଆପ୍ ଅନଲାଇନ୍ ୱେବ ପୋଟାର୍ଲ ମାଧ୍ୟମରେ ମଦ ମଗାଇପାରିବେ କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ପୂର୍ବରୁ ସରକାର ଅନେକ କଟକଣା ଲାଗୁ କରିଥିଲେ ସେବେ ମଦ ବିକ୍ରି ଉପରେ ବି କଟକଣା ଲାଗୁ ହୋଇଥିଲା କିନ୍ତୁ ଏବେ ସରକାର ମଦ ବିକ୍ରି ଉପରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ବ୍ୟତୀତ ଛତିଶଗଡ ସରକାର ମଧ୍ୟ ମଦର ହୋମ୍ ଡେଲିଭରୀ ପାଇଁ ଅନୁମତି ଦେଇସାରିଛନ୍ତି କରୋନା କାଳରେ ମଦ ଦୋକାନ ଆଗରେ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×