Quantum Mirror

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଏକ ଖୁସିଖବର । ଏଣିକି ଗୃହ ଋଣ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବା ଗ୍ରାହକମାନେ ଇଏମଆଇ ପରିଷୋଧ ପାଇଁ ଆଉ ୨ବର୍ଷ ଅତିରିକ୍ତ ସମୟ ପାଇବେ । କରୋନା ମହାମାରୀ ଦ୍ୱାରା ଓ ଲକଡ଼ାଉନ ପାଇଁ ପ୍ରାୟ ସମସ୍ତଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିଛି । ତେଣୁ ଏସବିଆଇ ଉପଭୋକ୍ତାମାନେ ରୋଜଗାର ପ୍ରଭାବିତ ହୋଇଥିଲେ ଏହି ରିହାତି ପାଇପାରିବେ । ଏନେଇ ଋଣ ପରିଷୋଧର ସମୟସୀମାକୁ ଆଉ ୨ବର୍ଷ ବୃଦ୍ଧି କରାଯାଇଛି ।

ଅନ୍ୟପଟେ ଏଥିପାଇଁ ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ୦.୩୫ ପ୍ରତିଶତ ଅତିରିକ୍ତ ସୁଧ ଆଦାୟ କରିବ । ଏହି ୨ବର୍ଷ ଅତିରିକ୍ତ ସମୟ ପାଇବାକୁ ହେଲେ ଚାକିରି ହରାଇଥିବା କିମ୍ବା ଦରମା କାଟ ହେଉଥିବା ନେଇ ଯଥେଷ୍ଟ ପ୍ରମାଣ ନେଇ ବ୍ୟାଙ୍କରେ ଦାଖଲ କରିବାକୁ ହେବ ।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×