Quantum Mirror

SBI ଗ୍ରାହକଙ୍କ ପାଇଁ ବଡଖବର

SBI ଗ୍ରାହକଙ୍କ ପାଇଁ ବଡଖବର

ନୂଆଦିଲ୍ଲୀ: ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBIରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ନିଜର ସମସ୍ତ ଗ୍ରାହକମାନଙ୍କୁ ଶୁବଶୀଘ୍ର ପାନ୍ ଆଧାର ଲିଙ୍କ କରିବାକୁ କହିଛି, ନଚେତ୍ ଆଗେକୁ ଟଙ୍କା ଉଠାଇବାରେ ସମସ୍ୟା ସୃଷ୍ଟି ହୋଇପାରେ ବ୍ୟାଙ୍କରେ ଆଧାର ପ୍ୟାନ୍ ଲିଙ୍କ କରିବାକୁ ଶେଷ ତାରିଖ ୩୦ ଜୁନ୍ ରହିଛି ଏସବିଆଇ ଏକ ସତର୍କ ସୂଚନା ଜାରି କହିଛି ଯେ, ସମସ୍ତ ଗ୍ରାହକ ୩୦ ଜୁନ ୨୦୨୧ ସୁଦ୍ଧା ସେମାନଙ୍କ KYC କରିବା ଉଚିତ୍, ନଚେତ୍ ଗ୍ରାହକଙ୍କ ଆକାଉଣ୍ଟ ସସପେଣ୍ଡ ହୋଇପାରେ ତେବେ ଆଧାର ପାନ୍ ଲିଙ୍କ କରିବା ବାଧ୍ୟତାମୂଳକ ବୋଲି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ଏସବିଆଇ ଯଦି ଜୁନ୍ ୩୦ ସୁଦ୍ଧା ପାନ୍ ଏବଂ ଆଧାର ଲିଙ୍କ୍ ନହୁଏ, ତେବେ ପାନ୍ ନିଷ୍କ୍ରିୟ ହୋଇଯିବ ଗ୍ରାହକଙ୍କୁ ଟଙ୍କା କାରବାରରେ ଅନେକ ଅସୁବିଧା ହେବ ବ୍ୟାଙ୍କ ଆକାଉଣ୍ଟ ସସପେଣ୍ଡ ହେଲେ ଖାତାରେ ଜମା ହୋଇଥିବା ଟଙ୍କା ଫ୍ରିଜ୍ ହୋଇଯିବ ଏହା ପରେ ଗ୍ରାହକମାନେ ସେମାନଙ୍କର ଟଙ୍କା ବାହାର କରିପାରିବେ ନାହିଁ କୌଣସି ସରକାରୀ ଯୋଜନାର ଲାଭ ନମିଳିବା ସହ କୌଣସି ସବସିଡି ମଧ୍ୟ ମିଳିବ ନାହିଁ ତେବେ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ନିବେଦନ କରିଛି ସେମାନେ ଘରେ ବସି KYC ପ୍ରକ୍ରିୟାର ସମ୍ପୂର୍ଣ୍ଣ କରିପାରିବେ ଜୁଲାଇ ୨୦୧୭ରେ ପ୍ରଥମ ଥର ପାଇଁ ପାନ୍ ଆଧାର ଲିଙ୍କ କରିବାକୁ ଡେଡଲାଇନ୍ ସ୍ଥିର କରିଥିଲେ ସରକାର ସେବେଠାରୁ ଏହାର ତାରିଖ ବର୍ତ୍ତମାନ ସୁଦ୍ଧା ଅନେକଥର ବୃଦ୍ଧି କରାଯାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×