ଭୁବନେଶ୍ୱର: ଗ୍ରୀନ କରିଡରରେ ଗୁରୁତର ରୋଗୀଙ୍କୁ ନିଆଗଲା ବିମାନ ବନ୍ଦର । ଆଜି ଅପରାହ୍ନ ୪ଟାରେ ଗ୍ରୀନ୍ କରିଡରରେ ଅତିରିକ୍ତ ଡିସିପି ଟ୍ରାଫିକ୍ ଏବଂ ଟିମ୍ ଆପୋଲୋ ହସ୍ପିଟାଲରୁ ଭୁବନେଶ୍ବର ବିମାନବନ୍ଦରକୁ ଏକ ଆମ୍ବୁଲାନ୍ସରେ ଗୁରୁତର ରୋଗୀଙ୍କୁ ଭୁବନେଶ୍ୱରରୁ ଚେନ୍ନାଇକୁ ଅଙ୍ଗ ପ୍ରତିରୋପଣ ପାଇଁ ସ୍ଥାନାନ୍ତରିତ କରିଛି। ଜୀବନ ବଞ୍ଚାଇବା ପାଇଁ ଆମକୁ ବିରାଟ ଆନନ୍ଦ ଦେଇଛି ବୋଲି ସୁଚନା ଦେଲେ ପୋଲିସ କମିସନର । ଏହା ସହ ପୁରା ଟ୍ରାଫିକ୍ ଟିମକୁ ବଧେଇ ଜଣେଇଲେ ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।