ଘରେ ରହି ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ ଘରେ ରହି ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ By Quantum Mirror Last updated Aug 24, 2020 25 ଘରେ ରହି ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ ଏବେକାର ମହାମାରୀ କଟକଣା ସମୟରେ କଲେଜ କୁ ନ ଆସି ଅନଲାଇନରେ ଘରେ ରହି ପାଠ ପଢାଇବେ । କଟକଣା ସମୟରେ କଲେଜକୁ ଆସିବା ଆବଶ୍ୟକତା ନାହିଁ । ସମସ୍ତ ଡିଗ୍ରୀ କଲେଜ ଅଧ୍ୟାପକଙ୍କୁ ରାଜ୍ୟର ସଚିବଙ୍କ ଚିଠି । 25 Share