Quantum Mirror

ଇରାନର ପରମାଣୁ କେନ୍ଦ୍ରରେ ଆକ୍ରମଣ

ରାନ ଉପରେ ଏକ ବଡ଼ ଆକ୍ରମଣ କରିଥିବା ଦାବି କରିଛି ଇସ୍ରାଏଲ। ଇରାନର ଇସଫାହାନ ବିମାନବନ୍ଦର ନିକଟରେ ବିସ୍ଫୋରଣ ଶୁଣିବାକୁ ମିଳିଛି। ଏପ୍ରିଲ ୧୪ ଆକ୍ରମଣ ପରେ ଇସ୍ରାଏଲ ଇରାନ ବିରୋଧରେ ପ୍ରତିଶୋଧ ନେଇଛି। ୧ ଏପ୍ରିଲରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଇସ୍ରାଏଲ ସିରିଆର ରାଜଧାନୀ ଦମ୍ମେସକରେ ଇରାନର ଦୂତାବାସ ଉପରେ ଆକ୍ରମଣ କରିଥିଲା। ଏହା ପରେ, ଏପ୍ରିଲ ୧୪ରେ ଇରାନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା । ବର୍ତ୍ତମାନ ଇସ୍ରାଏଲ ସେହି ଆକ୍ରମଣର ଜବାବ ଦେଇଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×