ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କରିଛି ଇସ୍ରୋ । PSLV C 60 ପୋଏମ୍-4 ମଡ୍ୟୁଲର ଶକ୍ତିଶାଳୀ କ୍ୟାମେରା ଲେନ୍ସରେ କଏଦ ହୋଇଛି ବୀଜ ଅଙ୍କୁରିତ ହେବାର ପୂରା ପ୍ରକ୍ରିୟା । ମହାକାଶରେ ଜୀବନର ସନ୍ଧାନ ଜାରି ରହିଥିବାବେଳେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର କ୍ରପ୍ ପରୀକ୍ଷଣ ସଫଳ ହୋଇଛି । ଗତ ଡିସେମ୍ବର ୩୦ରେ ଲଞ୍ଚ ହୋଇଥିବା ସ୍ପାଡେକ୍ସ ମିଶନ ସହିତ ଇସ୍ରୋ ପୋଏମ ମିଶନ ମଧ୍ୟ କାର୍ଯ୍ୟ କରୁଛି । ଏହ ମିଶନରେ ମହାକାଶରେ ପ୍ରଥମ ଥର ପାଇଁ ଗବେଷଣାଗାର ପ୍ରତିଷ୍ଠା କରିଛି ଇସ୍ରୋ ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ