ଯାଜପୁର ନାବାଳିକା ଦୁଷ୍କର୍ମ ଘଟଣା ଯାଜପୁର ନାବାଳିକା ଦୁଷ୍କର୍ମ ଘଟଣା By Quantum Mirror On Oct 17, 2020 16 ଯାଜପୁର:2017 ମସିହା ମାର୍ଚ୍ଚ 31 ତାରିଖ ମଙ୍ଗଳପୁର ଥାନା ଇଜାପୁର ନାବାଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଅଶୋକ ଜେନା ଙ୍କୁ 10 ବର୍ଷ ର ସଶ୍ରମ କାରାଦଣ୍ଡାଦେଶ । ଦଣ୍ଡ ଶୁଣାଇଲେ ଯାଜପୁର ଅତିରିକ୍ତ ପୋକସୋ ଜିଲା ଦୌରା ଅଦାଲତ। 16 Share