ନୂଆଦିଲ୍ଲୀ ୦୧ ।୦୫ : ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍ । ଆଉ ଏକ ସପ୍ତାହ ଲକଡାଉନ୍ ବଢିଥିବା ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କେଜ୍ରିୱଲା ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଲକଡାଉନ୍ ମେ’ ୧୦ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରହିବ । ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଅତିଜରୁରୀ ସାମଗ୍ରି ଏବଂ ମେଡିସିନ୍ ଦୋକାନ ପୂର୍ବ ଭଳି ଖୋଲା ରହିବ । ସୂଚନା ଅନୁସାରେ ପୂର୍ବରୁ ଲଗାଯାଇ ଥିବା ଲକଡାଉନ୍ ମେ’ ୩ ତାରିଖ ସକାଳ ୫ଟା ଯାଏ ଲାଗୁ ହୋଇଥିଲା । ଏହାକୁ ଏବେ ବଢାଇ ଦିଆଯାଇ ମେ’ ୧୦ ତାରିଖ ଯାଏ ଘୋଷଣା କରାଯାଇଛି ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।