Quantum Mirror

୫ମହଲା କୋଠା ଭୁଶୁଡିଲା : ଜଣେ ମୃତ, ୧୭ ଆହତ

୫ମହଲା କୋଠା ଭୁଶୁଡିଲା : ଜଣେ ମୃତ, ୧0 ଆହତ

ମୁମ୍ବାଇ: ଭୁଶୁଡିପଡିଲା 5 ମହଲା କୋଠା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି । ମହାରାଷ୍ଟ୍ର ରାୟଗଡର ମହଦ ସହରର କାଜଲପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ଏହି କୋଠାରେ 40 ପରିବାର ରହୁଥିଲେ । ତେବେ ଏହି ଦୁର୍ଘଟଣାରେ ଏଯାବତ ୧୭ ଜଣ ଉଦ୍ଧାର ହୋଇଛନ୍ତି ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ମହାଡ଼, ମହାରାଷ୍ଟ୍ରର ରାୟଗଡରେ କୋଠା ଭୁଶୁଡ଼ିବା ଅତ୍ୟନ୍ତ ମର୍ମାହନ୍ତ । ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଏନଡିଆରଏଫଟିମ ଏବଂ ଲୋକୋକର୍ତ୍ତୃପକ୍ଷ ସେଠାରେ ସଜାଗ ଅଛନ୍ତି । ସମସ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ  ମଧ୍ୟ ପ୍ରାର୍ଥନା କରିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×