Quantum Mirror

ଆସନ୍ତା ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ୍

ଆସନ୍ତା ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ୍

ଭୁବନେଶ୍ୱର, ୧୯ : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି ଆସନ୍ତା ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଦଶମ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ୍ କରାଯିବ ଅନଲାଇନ ଲିଙ୍କ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ମାର୍କ ଅପଡୋଲ୍ ସଂକ୍ରାନ୍ତ ସମସ୍ତ ସୂଚନା ନିର୍ଦ୍ଦେଶାବଳୀ ବୋର୍ଡ ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭରେ ଉପଲବ୍ଧ ହେବ ବିଷୟରେ ମେଣ୍ଟର ସ୍କୁଲ ସମେତ ଅନ୍ୟ ସ୍କୁଲମାନଙ୍କୁ ସୂଚନା ମଧ୍ୟ ଦିଆଯାଇଛି ଗତ ୧୨ ତାରିଖରୁ ମେଣ୍ଟର ସ୍କୁଲ ପରିସରରେ ଚାଲିଥିବା ଦଶମ ପରୀକ୍ଷାର୍ଥୀଙ୍କ ମାର୍କ ଯାଞ୍ଚ ଶେଷ ହୋଇଛି ମାର୍କ ଅପଲୋଡ କାର୍ଯ୍ୟ ସମ୍ପୂର୍ଣ୍ଣ ଗୋପନୀୟ ଭାବେ କରିବାକୁ ବୋର୍ଡ ପକ୍ଷରୁ ମେଣ୍ଟର ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×