Quantum Mirror

ଶପଥ ନେବେ ସାଂସଦ

ଜିଠାରୁ ଆରମ୍ଭ ହେଉଛି ଅଷ୍ଟାଦଶ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ। ସାଧାରଣ ନିର୍ବାଚନ ସହ ସରକାର ଗଠନ ପରେ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଦିନ ୧୧ଟାରୁ ଆରମ୍ଭ ହେବ ଅଧିବେଶନ। ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥଗ୍ରହଣ କରିବେ। ପିଏମ ମୋଦିଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ନୀତିନ ଗଡ଼କରି ଶପଥ ନେବେ। ଏହାପରେ ମନ୍ତ୍ରିପରିଷଦର ମୋଟ ୫୮ ମନ୍ତ୍ରୀ ଶପଥଗ୍ରହଣ କରିବେ। ମନ୍ତ୍ରି ପରିଷଦର ଅନ୍ୟ ୧୩ ମନ୍ତ୍ରୀ ରାଜ୍ୟସଭାରୁ ଅଛନ୍ତି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ସମେତ ୨୮୦ ସାଂସଦ ଶପଥ ନେବେ। ଏଥିରେ ୨୫ ଜୁନରେ ବାକି ୨୬୪ ସାଂସଦ ଶପଥ ନେବେ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×