SOP ଜାରି କଲା ଗୃହ ବିଭାଗ । କୌଣସି ବ୍ୟକ୍ତି କୁ ମାଜିଷ୍ଟ୍ରେଟ ଙ୍କ ପାଖରେ ହଜାର କରିବା ଆଗରୁ କୋଭିଡ଼ 19 ଟେଷ୍ଟ ବାଧ୍ୟତାମୂଳକ ନିର୍ଦ୍ଧିଷ୍ଟ ମେଡିକାଲ ର ମେଡିକାଲ ଅଫିସର ଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଅଣ୍ଟିଜେନ ଟେଷ୍ଟ ଦ୍ୱାରା ନେଗେଟିଭି ସାବ୍ୟସ୍ତ ହେବା ପରେ କୌଣସି ସୀମଟମ ନଥିବା ଅଭିଯୁକ୍ତ ଜେଲ ଯିବେ ପୋଜିଟିଭ ଚିହ୍ନଟ ହେଲେ କୋର୍ଟ ଙ୍କ ଅନୁମତି ନେଇ କୋଭିଡ କେୟାର କିମ୍ବା ମେଡିକାଲ କୁ ସ୍ଥାନାନ୍ତର କରାଯିବ ନୂଆକରି ଜେଲ ଯାଇଥିବା ଅଭିଯୁକ୍ତ ଙ୍କୁ ଆଇସୋଲେସନ ୱାର୍ଡ ରେ ରହିବେ ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ