ରାଜ୍ୟରେ ଆଜି ପୁଣି ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ମୋଟ ମୃତ୍ୟୁ ସଂଖ୍ୟା ୬୮୨
ରାଜ୍ୟରେ ଆଜି ପୁଣି ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ମୋଟ ମୃତ୍ୟୁ ସଂଖ୍ୟା ୬୮୨
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୩ ଜଣଙ୍କ କରୋନାରେ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
Regret to inform of the demise of thirteen Covid positive patients while under treatment in hospitals.
1.A 25 year old male of Bargarh district.
2. An 82 year old male of Bolangir district.
— H & FW Dept Odisha (@HFWOdisha) September 18, 2020