ଆଜି ରାଜ୍ୟର ୨୪ ଘଣ୍ଟାରେ ୩ହଜାର ୪୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୯୪ ସଙ୍ଗରୋଧ କେନ୍ଦ୍ରରୁ ଓ ୧,୩୯୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Covid-19 Report For 7th September
New Positives Cases: 3490
In quarantine: 2094
Local contacts: 1396(Details of local contacts will be shared by concerned District Administration)
District Wise Cases
1. Angul: 38
2. Balasore: 92
3. Bargarh: 81
4. Bhadrak: 89
5. Balangir: 110— I & PR Department, Odisha (@IPR_Odisha) September 8, 2020