ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେମାନଙ୍କ ମଧ୍ୟରେ ବୌଦ୍ଧର ଜଣେ ୬୫ ବର୍ଷୀୟ ବୃଦ୍ଧ, କଟକର ୫୦ ଓ ୪୫ ବର୍ଷୀୟ ୨ ପୁରୁଷ ଏବଂ ୪୫ ବର୍ଷୀୟ ଜଣେ ମହିଳା ସାମିଲ ଅଛନ୍ତି । ଏହା ସହିତ କନ୍ଧମାଳର ଜଣେ ୫୫ ବର୍ଷୀୟ ପୁରୁଷ,ରାୟଗଡାର ଜଣେ ୫୦ ବର୍ଷୀୟ ପୁରୁଷ, ସମ୍ବଲପୁର ଓ ସୁବର୍ଣପୁରର ୫୧ ଓ ୭୦ ବର୍ଷୀୟ ଦୁଇ ପୁରୁଷଙ୍କ ମୃତ୍ୟୁ ହୋଇଛି ।
Regret to inform the demise of Eight #COVID19 positive patients while under treatment in hospitals.
1.A 65-year old female of Boudh district.
2.A 50-year old male of Cuttack district who was also suffering from Diabetes & morbid obesity.
— H & FW Dept Odisha (@HFWOdisha) September 15, 2020