Quantum Mirror

ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ

ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ

ପୁରୀ: ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଗଲା ନିତି ନିର୍ଘଣ୍ଟ। ଆସନ୍ତା ୧୫ରେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା। ସାଢେ ତିନିଟାରେ ଚନ୍ଦନକୁ ଦିଅଁ ବିଜେ। ଅପରାହ୍ନ ୪ଟାରେ ରଥଖଳାକୁ ଆଜ୍ଞାମାଳ ବିଜେ। ରାତ୍ର ୧୦ଟାରେ ଚନ୍ଦନ ଠାକୁରଙ୍କ ବାହୁଡା ବିଜେ। ସେପଟେ ଦୈନନ୍ଦିନ ଚନ୍ଦନଯାତ୍ରା ନିତି ଅନୁସାରେ ସାଢେ ୩ଟାରେ ଚନ୍ଦନକୁ ଦିଅଁ ବିଜେ। ସାଢେ ୯ଟାରେ ଚନ୍ଦନ ଠାକୁରଙ୍କ ବାହୁଡା ବିଜେ। ଜୁନ୍ ୩ତାରିଖରେ ଭଉଁରୀ ଯାତ୍ରା। ରଥଖଳାକୁ ସାଢେ ୯ଟାରେ ଆଜ୍ଞାମାଳ ବିଜେ ନିତି। ଅଖଚକର ହେବ ସଂଯୋଗ ନିତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×