Quantum Mirror

୨୦୧୫ ନଭେମ୍ବର ୧୨ତାରିଖ ବହୁଚର୍ଚ୍ଚିତ ପୁରୀ ରେଳପୋଡି ଘଟଣା

୨୦୧୫ ନଭେମ୍ବର ୧୨ତାରିଖ ବହୁଚର୍ଚ୍ଚିତ ପୁରୀ ରେଳପୋଡି ଘଟଣା

ପୁରୀ: ଦୀର୍ଘ ୫ବର୍ଷ ପରେ ରାୟ ପ୍ରକାଶ, ମୁଖ୍ୟ ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରନ ଦୋଷି ସାବ୍ୟସ୍ତ, ୪୦ଜଣ ସାକ୍ଷ୍ଯ ପ୍ରମାଣକୁ ଭିତ୍ତି କରି ରାୟ ଶୁଣାଇଲେ ପୁରୀ ଆସିଷ୍ଟାଣ୍ଟ ସେକସନ ଜଜ୍ କମ୍ ସିଜେଏମ ଡକ୍ଟର ଇନ୍ଦୁ ଶର୍ମା, ପାଞ୍ଚବର୍ଷ ଜେଲଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା, ପାଞ୍ଚବର୍ଷ ତଳେ ପୁରୀ ଷ୍ଟେସନର ୨.୩.ଓ ୬ ନମ୍ବର ପ୍ଲାଟଫର୍ମରେ ତିନୋଟି ଟ୍ରେନରେ ନିଆଁ ଲଗାଇଥିଲା ଅଭିଯୁକ୍ତ ରାମଚନ୍ଦ୍ରନ, ଘଟଣା ଘଟିବାର ପରଦିନ ସଂନ୍ଧ୍ଯାରେ ଜିଆରପି ପୁଲିସ ପ୍ଲାଟଫର୍ମରେ ସଂନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ଗିରଫ କରିଥିଲେ, ତା ନିକଟରୁ ଗୋଟିଏ ଛୁରୀ, ବ୍ଲେଡ୍ ଓ ଡିଆସିଲି ଜବତ ହୋଇଥିଲା, ପରବର୍ତ୍ତୀ ସମୟରେ ଆତଙ୍କବାଦୀ କାର୍ଯ୍ଯକଳାପ ଆଶଙ୍କା କରି NIAକୁ ମାମଲା ହସ୍ତାନ୍ତର କରାଯାଇଥିଲା, ମାତ୍ର କିଛି ମାସ ମଧ୍ୟରେ ଏହା ଆତଙ୍କବାଦୀ କାର୍ଯ୍ଯ ପରିସର ନଥିବାରୁ NIA ମାମଲାରୁ ଓହରି ଯାଇଥିଲା, ପୁନର୍ବାର ଜିଆରପି ହାତକୁ ଆସିଥିଲା ମାମଲା ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×