ଦିଲ୍ଲୀ: ପୂର୍ବତନ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀ କରୋନା ସମୟରେ ଭାରତରେ ବଢ଼ିଥିବା ଦାରିଦ୍ର୍ୟତାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଯେ ଦେଶର ପୁନଃନିର୍ମାଣ ସେତେବେଳେ ସମ୍ଭବ ହେବ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀନିଜର ଭୁଲ ସ୍ୱୀକାର କରିବେ । ଏହା ସହ ସେ ବିଶେଷଜ୍ଞ ସହାୟତା ନେବେ । ନହେଲେ ଦେଶର ଅବସ୍ଥା ଆହୁରି ଖରାପରୁ ଖରାପ ହେବା ନିଶ୍ଚିତ ବୋଲି ରାହୁଲ କହିଛନ୍ତି ।ରାହୁଲ ତାଙ୍କୁ ଟ୍ୱିଟଟରେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଏହା ଭାରତ ସରକାରଙ୍କ ମହାମାରୀ ପରିଚାଳନାର ଫଳାଫଳ । ବର୍ତ୍ତମାନ ଆମ ଭବିଷ୍ୟତ ଉପରକୁ ଦୃଷ୍ଟି ଦେବାକୁ ପଡ଼ିବ । ଏହା ସେ ଆଉ କହିଛନ୍ତି ଯେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ପ୍ରଧାନମନ୍ତ୍ରୀ ନିଜର ଭୁଲ ନିଜେ ସ୍ୱୀକାର କରିବେ ଓ ପରିସ୍ଥିତି ସୁଧାର ପାଇଁ ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡ଼ିବେ । ସେତେବେଳେ ଆମ ଦେଶର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅସ୍ୱୀକାର ଅବସ୍ଥାରେ ରହିଲେ କିଛି ସମାଧାନ ହେବ ନାହିଁ ବୋଲି ରାହୁଲ ଏହା ଉଲ୍ଲେଖ କରି ସତର୍କ କରାଇଛନ୍ତି ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।