ଆଜି ରାଜ୍ୟରେ ୯ ଜୀବନ ନେଲା କରୋନା, ମୃତକଙ୍କ ସଂଖ୍ୟା ୧୩୪୦ରେ ପହଞ୍ଚିଲା
ଆଜି ରାଜ୍ୟରେ ୯ ଜୀବନ ନେଲା କରୋନା, ମୃତକଙ୍କ ସଂଖ୍ୟା ୧୩୪୦ରେ ପହଞ୍ଚିଲା
ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୪୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
Regret to inform the demise of nine covid positive patients while under treatment in hospitals.
1.A 58-year-old male of Sundargarh district who was also suffering from Hypertension.
2.A 73-year-old male of Sundargarh district who was also suffering from Hypertension.— H & FW Dept Odisha (@HFWOdisha) November 2, 2020