ଭୁବନେଶ୍ୱର: ଗତକାଲି ମୁଁ ବିଭାଗୀୟ ବୈଠକ ନେଇଛି। ଏଥିରେ ପାଞ୍ଚଟି ଅଂଶୀଦାରଙ୍କ ସହ ଆଲୋଚନା ଚାଲିଛି। Draft stageରେ SOP ଅଛି। ଏହାପରେ କ୍ଷେତ୍ରରେ କାମ କରୁଥିବା ଜିଲାପାଳ ଓ DEOଙ୍କ ସହ ଆଲୋଚନା କରିବୁ। 30 ପ୍ରତିଶତ ପାଠ୍ୟକ୍ରମ ହ୍ରାସ ହୋଇଛି। ଆଉ ଅଧିକ ହ୍ରାସ ହେବ ନାହିଁ। ବାକି 70 ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ calender ପ୍ରସ୍ତୁତ ହେବ। ନବମରୁ ଦ୍ୱାଦଶ ଯାଏ ସମ୍ପୁର୍ଣ୍ଣ କ୍ଲାସ ହେବ। ସ୍କୁଲ ଛାଡ଼ିବା ପାଇଁ ଯଦି ଅଭିଭାବକ ରାଜି ନ ହୁଅନ୍ତି, online ଶିକ୍ଷା ବ୍ୟବସ୍ଥା କରାଯିବ। ସମୀର ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।