ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁରରେ ଜଣେ ସିନିୟରତ କ୍ୟାଡର୍ ମାଓବାଦୀଙ୍କ ନିହତ ହୋଇଛି । ମାଓବାଦୀ ଏବଂ ପୋଲିସ୍ ମଧ୍ୟରେ ଗୁଳି ବିନିମୟ ଭିତରେ କ୍ୟାଡର୍ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହି ଏନକାଉଣ୍ଟର ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଅଞ୍ଚଳରେ ହୋଇଥିବା ସୂଚନା ରହିଛି । ଏସଓଜି ଏବଂ ଓଡ଼ିଶା ପୋଲିସ୍ ମିଳିତ ଭାବରେ ଅପରେସନ୍ କରୁଥିବା ଜଣାପଡିଛି । ସେମାନେ କେଉଁ କ୍ୟାଡରର ତାହା ଏଯାବତ୍ ଜଣାପଡିନଥିବା ବେଳେ ଉକ୍ତ ଅଞ୍ଚଳରୁ ବିଭିନ୍ନ ମାରଣାସ୍ତ୍ର ସମେତ ଏକେ ୪୭ ଜବତ ହୋଇଥିବା ନେଇ ଡିଜିପି ଅଭୟ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏନେଇ ସୂଚନା ଦେବା ସମୟରେ ମାଓବାଦୀଙ୍କୁ ହିଂସାର ପଥ ଛାଡି ଠିକ୍ ବାଟରେ ଚାଲିବାକୁ ଅପିଲ୍ କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କ ଥଇଥାନ ଯୋଜନାରେ ସାମିଲ ବେହାକୁ ଆହ୍ୱାନ କରିଥିଲେ ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ