Quantum Mirror

ରାଜ୍ୟରେ ଚିହ୍ନଟ ହେଲେ ୩୨୫୨ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଚିହ୍ନଟ ହେଲେ ୩୨୫୨ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୯୮୭ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୨୬୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୯୨୦ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨୯୫୭୧ ଜଣ ଚିକିତ୍ସିତ ହେଉଛନ୍ତି ।

ତେବେ ଅନୁଗୁଳରେ ୧୧, ବାଲେଶ୍ୱରରେ ୭୮, ବରଗଡ଼ରେ ୧୪୬, ଭଦ୍ରକରେ ୭୬, ବଲାଙ୍ଗୀରରେ ୬୪, ବୌଦ୍ଧରେ ୩୮, କଟକରେ ୩୨୩, ଦେବଗଡ଼ରେ ୭, ଢେଙ୍କାନାଳରେ ୯୪, ଗଜପତିରେ ୨୦, ଗଞ୍ଜାମରେ ୧୬୯, ଜଗତସିଂହପୁରରେ ୩୬, ଯାଜପୁରରେ ୮୩, ଝାରସୁଗୁଡ଼ାରେ ୫୫, କଳାହାଣ୍ଡିରେ ୨, କନ୍ଧମାଳରେ ୨୬, କେନ୍ଦ୍ରାପଡ଼ାରେ ୭୭, କେନ୍ଦୁଝରରେ ୫୦, ଖୋର୍ଦ୍ଧାରେ ୭୬୨, କୋରାପୁଟରେ ୨୫, ମାଲକାନାଗିରିରେ ୨୧, ମୟୂରଭଞ୍ଜରେ ୧୨୩, ନବରଙ୍ଗପୁରରେ ୪୧, ନୟାଗଡ଼ରେ ୧୨୦, ନୂଆପଡ଼ାରେ ୨୫, ପୁରୀରେ ୧୩୫, ରାୟଗଡ଼ାରେ ୪୫୦, ସମ୍ବଲପୁରରେ ୬୩, ସୋନପୁରରେ ୩୮ଓ ସୁନ୍ଦରଗଡ଼ରେ ୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଯାବତ ରାଜ୍ୟରେ ୧୬ ଲକ୍ଷ ୭୦ ହଜାର ୯୧୦ ନମୁନା ପରୀକ୍ଷଣ ହୋଇସାରିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×