କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ଦେଲେ ମୁଖ୍ୟମନ୍ତ୍ରୀ । CMRFରୁ ସମ୍ବଲପୁରକୁ ୪.୬୨ କୋଟି, ପୁରୀକୁ ୨ କୋଟି ଟଙ୍କା ମଞ୍ଜୁର । ସୁବର୍ଣ୍ଣପୁରକୁ ଅତିରିକ୍ତ ଭାବେ ଆଉ କୋଟିଏ ଟଙ୍କାର ପାଣ୍ଠି ମଞ୍ଜୁର । ଏଥରକୁ ମିଶାଇ ପୁରୀକୁ ମିଳିଲାଣି ୧୬.୬୦ କୋଟି ଟଙ୍କା । ଏଯାଏ ସମ୍ବଲପୁରକୁ ୧୬.୧୩ କୋଟି ଓ ସୁବର୍ଣ୍ଣପୁରକୁ ମିଳିଛି ୩.୫ କୋଟି
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।