ସୁଗ୍ରୀବ ସିଂଙ୍କ ପରଲୋକ ସୁଗ୍ରୀବ ସିଂଙ୍କ ପରଲୋକ By Quantum Mirror On Apr 26, 2021 13 କନ୍ଧମାଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ କୋରୋନାରେ ପରଲୋକ । ଭୁବନେଶ୍ବରର ଏକ ମେଡିକାଲରେ ୫୮ ବର୍ଷ ବୟସରେ ଦେହାନ୍ତ । ଚତୁର୍ଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବିଜେଡିର ସୁଗ୍ରୀବ । 13 Share