Quantum Mirror

ବାବା ରାମଦେବଙ୍କୁ ସମନ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ବାବା ରାମଦେବଙ୍କୁ ସମନ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ପୁଣି ଅଡୁଆରେ ଯୋଗଗୁରୁ ବାବା ରାମଦେବ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ସମନ ଜାରି କରାଯାଇଛି ଦିଲ୍ଲୀ ମେଡିକାଲ୍ ଆସୋସିଏସନ୍ ବା ଡିଏମଏ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲା ଆଧାରରେ କୋର୍ଟ ଏହି ସମନ ପଠାଇଥିବା ଜଣାପଡିଛି ମାମଲାରେ ପତଞ୍ଜଳୀର କରୋନିଲ୍ କିଟ୍ କୁ ନେଇ ବାବା ରାମଦେବ ଭୁଲ୍ ତଥ୍ୟ ବିସ୍ତାର କରୁଛନ୍ତି ତେଣୁ ତାକୁ ରୋକିବାକୁ ଦାବି କରାଯାଇଛି ତେବେ ହାଇକୋର୍ଟ ପକ୍ଷରୁ ଜୁଲାଇ ୧୩ ଅର୍ଥାତ୍ ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ କୌଣସି ଉତ୍ତେଜନାମୂଳକ ବିବୃତ୍ତି ଏବଂ ମକଦ୍ଦମା ଉପରେ ଜବାବ ଦିଅନ୍ତୁ ନାହିଁ ବୋଲି ରାମଦେବ ବାବାଙ୍କ କାଉନ୍ସିଲକୁ କୁହାଯାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×