Quantum Mirror

ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ

ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ

ଖାପ୍ରାଖୋଳ,୨୭ : ଉଠାଣିକୁ ଟ୍ରାକ୍ଟର ଚଢୁଥିବା ସମୟରେ ଟ୍ରାକ୍ଟର ଓଲଟି ପଡିଥିଲା ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଡ୍ରାଇଭର ରହିଯାଇଥିଲେ ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ ହୋଇଯାଇ ଥିବା ଜଣାପଡ଼ିଛି ନିର୍ଦ୍ଦେଶାବଳୀ ଅନୁଯାୟୀ ଖପ୍ରାଖୋଲ ଥାନା ତେଲେନପାଲି ଗ୍ରାମର ମହାଦେବ ମାଝିଙ୍କ ବନ୍ଧ ନିର୍ମାଣ କାମ ଚାଳିଥିବା ସମୟରେ ଟ୍ରାକ୍ଟର ଭାରସାମ୍ୟ ଓଲଟି ପଡିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ମୃତକ ଜଣକ ସନ୍ତୋଷ ମାଝୀ ବୋଲି ଜଣାପଡ଼ିଛି ପ୍ରକାଶ ଯେ, ବନ୍ଧ ନିର୍ମାଣ କାମ ପାଇଁ ଜେସିବି ମେସିନ ଟ୍ରାକ୍ଟର ଲାଗି ମାଟିବୁହା କାମ ଚାଲିଥିଲା ଏନେଇ ଏକ ମାମଲା ରୁଜୁ କରି ଶବକୁ ଜବତ କରି ଘଟଣାର ତଦନ୍ତ ଚାଲିଥିବା ଓଆଇସି ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×