Quantum Mirror

କରୋନା ଟିକାର ଦୁଇଟି ଡୋଜ୍ ନେବା ପରେ ହୋଇଛି ପ୍ରଥମ ମୃତ୍ୟୁ

କରୋନା ଟିକାର ଦୁଇଟି ଡୋଜ୍ ନେବା ପରେ ହୋଇଛି ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସଙ୍କଟ ଜାରି ରହିଛି ଇତି ମଧ୍ୟରେ ଅନେକ ଲୋକଙ୍କ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି ଏହି ସମୟରେ ସଂକ୍ରମଣ ଉପରେ କାବୁ ପାଇବାକୁ ଯାଇ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଉଛି ତେବେ ଦେଶରେ କରୋନା ଟିକାର ଦୁଇଟି ଡୋଜ୍ ନେବା ପରେ ପ୍ରଥମ ମୃତ୍ୟୁ ଖବର ସାମନାକୁ ଆସିଛି ଏନେଇ ୩୧ଟି କେସ୍ କୁ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ ୬୮ ବର୍ଷ ହୋଇଥିବା ବେଳେ ଟିକା ନେବା ପରେ ହୋଇଥିବା ପାଶ୍ୱର୍ ପ୍ରତିକ୍ରିୟାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି କିନ୍ତୁ ଏହା ସତ୍ତେ୍ୱ ଟିକାର ଉପାଦେୟ ବେଶ୍ ଫଳପ୍ରଦ ରହିଛି ବୋଲି କହିଛନ୍ତି ଏଇଏଫଆଇ ତେବେ ମୃତ୍ୟୁୁ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ ଜଣଙ୍କର ଟିକାର ଦୁଇଟି ଡୋଜ୍ ନେବା ପରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି ଏନେଇ ଏଇଏଫଆଇ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ୬୮ ବର୍ଷିୟ ବୃଦ୍ଧଙ୍କ ଟିକା ନେବା ପରେ ଏନଫିଲୋକ୍ସିନ୍ ଦ୍ୱାରା ମୃତ୍ୟୁ ହୋଇଛି ଏହା ଏକ ପ୍ରକାର ଆଲର୍ଜି ରିଆକ୍ସନ୍ ହୋଇଥାଏ ତେବେ ସେ ମାର୍ଚ୍ଚ ତାରିଖରେ ପ୍ରଥମ ଡୋଜ୍ ନେଇଥିଲେ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×