ଆଙ୍କର: ବାଙ୍କୀ ଥାନାଅନ୍ତର୍ଗତ ତାଳବସ୍ତ ଫାଣ୍ଡି ନିକଟସ୍ଥ ତାଳବସ୍ତ-ପଦନପୁର ରାସ୍ତାର ଚୁଆ ପୋଖରୀରେ ଜଣେଯୁବକ ଙ୍କ ମୃତଦେହ ଯୁବକଜଣକ ହେଲେ ୩୨ବର୍ଷୀୟ ତପନ ବେହେରା ବୋଲି ଗ୍ରାମବାସୀମାନେ ସୂଚନାଦେଇଛନ୍ତି।କିନ୍ତୁ ଏହା ହତ୍ୟା ଭାସୁଥିବାର ଖବର ପ୍ରଚାରିତହେବା ମାତ୍ରେ ଗ୍ରାମର ଲୋକମାନେ ଦେଖିବାକୁ ଆସିଥିଲେ। ମୃତ ଯୁବକଜଣକ ତାଳବସ୍ତ ଗ୍ରାମର ଚିହ୍ନିବା ପରେ ତାର ପରିବାରଲୋକ ଙ୍କୁ ଖବର ଦେଇଥିଲେ ଲୋକେ ପରେ ତାଳବସ୍ତ ଫାଣ୍ଡିଅଧିକାରୀ ପହଁଚି ଶବଜବତକରି ତଦନ୍ତଆରମ୍ଭକରିଛନ୍ତି। ନା ଆତ୍ମହତ୍ୟା ତାହା ସ୍ପଷ୍ଟଭାବରେ ଜଣା ପଡିନାହିଁ।ଏପଟେ ଘଟଣା ସ୍ଥଳରେ ତାଳବସ୍ତ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ