ଆଜି କାରଗିଲ ବିଜୟ ଦିବସ। ପାକିସ୍ତାନ ବିରୋଧରେ ଭାରତର ଐତିହାସିକ ବିଜୟ ଦିବସରେ ସାରା ଦେଶରେ ନିହତ ଯବାନଙ୍କ ଲାଗି ଶ୍ରଦ୍ଧାଞ୍ଜଳି ଦିଆଯାଏ। ପ୍ରତିବର୍ଷ ଜୁଲାଇ ୨୬ରେ ପାଳନ ହୋଇଥାଏ ଦିବସ। ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କାରଗିଲ ଯୁଦ୍ଧ ସ୍ମାରକୀରେ ଆୟୋଜିତ ହେଉଛି ସ୍ବତନ୍ତ୍ର ଉତ୍ସବ। ୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ଶତ୍ରୁ ପକ୍ଷରୁ ଉଚିତ ଜବାବ ଦେଇଥିଲେ ଭାରତୀୟ ଯବାନ। ଲଦାଖର କାରଗିଲ ଜିଲ୍ଲାରେ ପ୍ରବେଶ କରିଥିବା ପାକିସ୍ତାନୀ ଯବାନଙ୍କୁ ଜବାବ ଦେବା ସହ ସେମାନଙ୍କୁ ଘଉଡାଇବାରେ ସକ୍ଷମ ହୋଇଥିଲେ ଯବାନ। ପ୍ରଥମେ ଏହି ଯୁଦ୍ଧରେ ପାକିସ୍ତାନର ଭୂମିକା ନାହିଁ ବୋଲି ପାକିସ୍ତାନ ସରକାର କହିବା ସହ ଏଥିରେ କାଶ୍ମୀର ଆତଙ୍କୀଙ୍କ ହାତ ଥିବା କହିଥିଲେ। ମାତ୍ର ପରେ ସତ ସାମନାକୁ ଆସିଥିଲା।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।